ପ୍ରମୋସନ୍ ପାଇଁ ଧରାଧରି ଚଳିବ ନାହିଁ, ପ୍ରଦର୍ଶନ ଆଧାରରେ ରାଜସ୍ବ ଅଧିକାରୀଙ୍କ ସିସିଆର୍ ଲେଖା ଯିବ କହିଛନ୍ତି ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ ସିଂ।
ପ୍ରଦର୍ଶନକୁ ୧ରୁ ୫ ଭିତରେ ରେଟିଂ କରାଯାଇଛି, ଏଆଇ ଜରିଆରେ ଅଫିସର୍ଙ୍କ କାର୍ଯ୍ୟର ତର୍ଜମା କରାଯିବ। ଅଫିସର୍ମାନଙ୍କ ଧାରଣା ଅଛି ଭଲ କାମ କରୁଛୁ ବୋଲି କିନ୍ତୁ ଜନସାଧାରଣଙ୍କ ଫିଡ୍ବ୍ୟାକ୍ ବହୁତ ଖରାପ, ତେଣୁ ରାଜସ୍ବ ଅଧିକାରୀ ନିଜ କାର୍ଯ୍ୟରେ ସୁଧାର ଆଣନ୍ତୁ କହିଛନ୍ତି ଦେଓ ରଞ୍ଜନ ସିଂ।