ପ୍ରଥମ ମହିଳା ଦୃଷ୍ଟିବାଧିତ T-୨୦ ବିଶ୍ଵକପ୍‌ ଦଳରେ ଓଡ଼ିଶାରୁ ୪ ସାମିଲ୍‌

ଫୁଲ ସୋରେନ, ବାସନ୍ତୀ ହାଁସଦା, ପାର୍ବତୀ ମାରାଣ୍ଡି, ଯମୁନା ରାଣୀ ଟୁଡୁ ହୋଇଛନ୍ତି। ନଭେମ୍ବର ୧୧ରୁ ୨୫ ଯାଏଁ ଖେଳାଯିବ, ଆୟୋଜନ କରିବ ଭାରତ। ଏଥିରେ ୭ଟି ଦେଶ ଭାଗ ନେବେ, ସମସ୍ତ ମ୍ୟାଚ୍‌ ବେଙ୍ଗାଳୁରୁ ଓ ଦିଲ୍ଲୀରେ ଖେଳାଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes