ପ୍ରଥମ ଦିନ ମାଟ୍ରିକ ପରୀକ୍ଷାରେ ଅବ୍ୟବସ୍ଥା ଧରିଲା ଏଆଇ

ପ୍ରବେଶ ପଥରେ ସଠିକ ଯାଞ୍ଚ ହୋଇନଥିବା ଏଆଇରୁ ଜାଣିଲା ବୋର୍ଡ। ଜାଣିବା ପରେ କଡ଼ାକଡି ଯାଞ୍ଚ କରିବାକୁ ଡିଇଓଙ୍କୁ ବୋର୍ଡ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

କିଛି କେନ୍ଦ୍ରରେ ଡେସ୍କ ବେଞ୍ଚ୍‌ ଅବ୍ୟବସ୍ଥିତ ଥିବା ମଧ୍ୟ ଧରିଲା ଏଆଇ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes