ପ୍ରଥମ ଥର ବୌଦ୍ଧ ଓ ଗଂଜାମ ଘୁମୁସର ବନଖଣ୍ଡରୁ ଆସିଲା ରଥକାଠ

ଏଯାଏ ୫୩୬ ଖଣ୍ଡ କାଠ ଆସି ଶ୍ରୀମନ୍ଦିର ରଥଖଳାରେ ପହଞ୍ଚିଛି।

ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବରୁ ୮୦ ଖଣ୍ଡ କାଠ ବଳକା ରହିଛି। ଆଉ ୨୧୭ ଖଣ୍ଡ କାଠ ଆସିବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes