ପ୍ରତି ପଞ୍ଚାୟତରେ ହେବ ଆରଆଇ ଅଫିସ୍‌

ରାଜ୍ୟର ପ୍ରତି ପଞ୍ଚାୟତରେ ରାଜସ୍ବ ନୀରିକ୍ଷକ ଅଫିସ୍‌ ହେବ ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରଥମ ପର୍ଯ୍ୟାୟରେ ୨ ଟି ପଞ୍ଚାୟତକୁ ନେଇ ଗୋଟିଏ RI ଅଫିସ୍‌ ଖୋଲିବ କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes