ପ୍ରତିଶ୍ରୁତି ପରେ ପୁଣି ରାସ୍ତା ରୋକ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତପୁର ଓ ବାରଡାଙ୍ଗୁଆ ଗ୍ରାମରେ ପାଣି ସମସ୍ୟା ଯୋଗୁ ଆଜି ଉକ୍ତ ଗ୍ରାମର ଲୋକେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଉଦଳା ବିଡ଼ିଓ ଦେବଜାନୀ ଭୁଁୟା ପାଣି ସମସ୍ୟା ସମାଧାନର ପ୍ରତିଶୃତି ଦେଇଥିଲେ, ହେଲେ ଗ୍ରାମବାସୀମାନେ ପୁଣି ଉଦଳା କାଲିଆ ଛକ ଠାରେ ରାସ୍ତା ରୋକ କରିଛନ୍ତି

ଯାହା ଦ୍ଵାରା କି ଏହା ଉଦଳା- ବାରିପଦା ମୁଖ୍ୟ ରାସ୍ତା ହୋଇଥିବାରୁ ଗାଡି ଚଳାଚଳ ବନ୍ଦ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes