ପ୍ରତିଶ୍ରୁତି ପତ୍ରିକାର ଚତୁର୍ଥ ସଂସ୍କରଣ ମାଟି ବିଶେଷାଙ୍କ ଉନ୍ମୋଚିତ

ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ବରିଷ୍ଠ ଶକ୍ଷାବିତ୍ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଦ୍ଧମନ୍ଦରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ପତ୍ରିକାର ଚତୃର୍ଥ ସଂସ୍କରଣ ମାଟି ବିଶେଷାଙ୍କ ମୁଖ୍ୟ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ଲେଖକଙ୍କ ପୁସ୍ତକ ଉନ୍ମୋଚନ ସାଙ୍ଗକୁ ସମ୍ମାନିତ କରାଯାଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes