ପ୍ରତିମାସରେ ସରକାରୀ ITI ହେବ ସମୀକ୍ଷା

ପ୍ରତିମାସର ଦ୍ବିତୀୟ ମଙ୍ଗଳବାର ବୈଠକ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଉପସ୍ଥାନ, ଭିତ୍ତିଭୂମି, ପ୍ଲେସମେଣ୍ଟ, ପରିଚାଳନା ଆଦି ନେଇ ସମୀକ୍ଷା ହେବ। ସରକାରୀ ITI ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲା ବୈଷୟିକ ଶିକ୍ଷା ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes