ପ୍ରତାପ ଜେନାଙ୍କୁ ମିଳିଲା ମହଲତ

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ୨ ସପ୍ତାହ ମହଲତ ଦେଲେ ସାଲେପୁର ଜେଏମଏଫସି କୋର୍ଟ।

ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଲେ। ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବାକୁ ଆବେଦନ କରିଥିଲେ ପ୍ରତାପ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes