ପ୍ରଚଣ୍ଡ ଶବ୍ଦରେ ଥରିଲା ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲ୍ଲା

ଭଦ୍ରକ ସହର, ଧାମନଗର, ବାସୁଦେବପୁରରେ ପ୍ରଚଣ୍ଡ ଶବ୍ଦ ଶୁଭି ଥିବାବେଳେ ବାଲେଶ୍ବର ସହରର ଆଖପାଖରେ ପ୍ରଚଣ୍ଡ ଶବ୍ଦ ଶୁଭିଛି।

ସୁନ୍ଦରଗଡ଼ର ବଣାଇ ଓ କୋଇଡ଼ାରେ ମଧ୍ୟ ପ୍ରଚଣ୍ଡଶବ୍ଦ ଶୁଭିଲା। ଶବ୍ଦ ଶୁଣି ଭୟରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes