ପ୍ରଖ୍ୟାତ ନାଟ୍ୟକାର ରବୀନ୍ଦ୍ର ନାଥ ଦାସଙ୍କ ଦେହାନ୍ତ

ପ୍ରଖ୍ୟାତ ନାଟ୍ୟକାର, ଔପନାସିକ, କଥାକାର ଓ ଗୀତିକାର ରବୀନ୍ଦ୍ର ନାଥ ଦାସ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l

ଯଯାତି ଯନ୍ତ୍ରଣା, ଅଙ୍ଗାର, ବିସନ୍ନ ପୃଥୀଵୀ,ଦକ୍ଷିଣ ଦରଜା, ଧ୍ରୁବ, ଯୋଦ୍ଧା ଇତ୍ୟାଦି କାଳଜୟୀ ନାଟକର ରଚୟିତା ଶ୍ରୀ ଦାସଙ୍କ ବିୟୋଗରେ କଳାକାର ଓ ସାହିତ୍ୟ ଜଗତରେ ଶୋକ ପ୍ରକାଶ ପାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version