ପ୍ରକୃତିଙ୍କ ସହ ଆଉ କାମ କରିବେନି: ବାବୁସାନ

ଗତକାଲିର ରାସ୍ତା ଉପରେ ଭିଡିଓ ଭାଇରଲ ଘଟଣା ପରେ ଚେନ୍ନାଇ ଟୁରରେ ଯାଇଥିବା ଅଭିନେତା ବାବୁସାନ ଭିଡିଓ ଜାରି କରି ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଗକୁ ଆଉ କାମ କରିବେ ନାହିଁ ଅଭିନେତା ବାବୁସାନ ମହାନ୍ତି ।

କେବଳ ପ୍ରକୃତି ମିଶ୍ର କାହିଁକି ଦରକାର ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ମଧ୍ୟ ଫିଲ୍ମ କରିବେ ନାହିଁ ବୋଲି ସେ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes