ଗତ ଜାନୁଆରୀ ୨୧ ତାରିଖରେ ପରୀକ୍ଷା ହୋଇଥିଲା। ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଦେଇଥିଲେ ପେପର-୧ ଓ ୨ ପରୀକ୍ଷା।ଓଭରାଲ୍ ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ନେଇ BSE ପକ୍ଷରୁ ସୂଚନା ମିଳିଛି। ଆଜି ଅପରାହ୍ନ ୪ଟା ପରଠୁ bseodisha.ac.inରେ ରେଜଲ୍ଟ ଏବଂ ଅପରାହ୍ନ ୫ଟା ପରଠୁ ୱେବସାଇଟ୍ରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ।ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି OMR ସିଟ୍ ଡାଉନଲୋଡ୍ କରିପାରିବେ।