ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ; ପାସ୍‌ ହାର ୮୫.୨୦%

ଏଥର ବି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ପୁଅଙ୍କ ପାସ୍‌ ହାର ୮୨% ରହିଥିଲା ବେଳେ ଝିଅଙ୍କ ପାସ୍‌ ହାର ୮୮% ରହିଛି।results.cbse.nic.in ରେ ରେଜଲ୍ଟ ଉପଲବ୍ଧ ହୋଇଛି। ଡିଜିଲକର୍‌ ଓ ଉମଙ୍ଗ ଆପ୍‌ରେ ମଧ୍ୟ ରେଜଲ୍ଡ ଦେଖିପାରିବେ ଛାତ୍ରଛାତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes