ପ୍ରକାଶ ପାଇଲା ଯୁକ୍ତ ୨ କଟ୍ ଅଫ ମାର୍କ; ଆଗୁଆ ରେଭେନ୍ସା

କଟ୍ ଅଫ ମାର୍କରେ ରେଭେନ୍ସା ଆଗୁଆ ରହିଛି। କଳାରେ ୮୧.୩୩%, ବିଜ୍ଞାନରେ ୯୧.୮୩%, ବାଣିଜ୍ୟରେ ୮୦.୨୦% +୨ କଟ୍‌ ଅଫ ଯାଇଛି।

୨୪ ଜୁଲାଇରୁ ଆରମ୍ଭ ହେବ +୨ ପ୍ରଥମ ବର୍ଷ ପାଠପଢ଼ା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes