ପ୍ରକାଶ ପାଇଲା ଓଏସ ରେଜଲ୍ଟ: ୨ ଶହ କୃତକାର୍ଯ୍ୟ

ଓପିଏସସି ପରିଚାଳିତ OCS-୨୦୨୪ ରେଜଲ୍ଟ ଆଜି ପ୍ରକାଶ ପାଇଛି।ଏଥିରେ ମୋଟ୍‌ ୨ ଶହ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ମହିଳା ବର୍ଗରୁ ୭୮ ଜଣ ସଫଳତା ପାଇଛନ୍ତି।

୩୫ ହଜାର ୧୬୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୩୮୫ ଜଣ ଇଣ୍ଟରଭ୍ୟୁ ପାଇଁ କ୍ବାଲିଫାଏ କରିଥିଲେ। ଏଥର ୧୭ ମାସ ରେଜଲ୍ଟ ଭିତରେ ପ୍ରକାଶ କରିଛି ଓପିଏସସି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes