ପୌର ପରିଷଦ ପକ୍ଷରୁ ବଡ଼ ବଜାରରେ ଜବରଦଖଲ ଉଚ୍ଛେଦ

ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ପୌର ପରିଷଦ ପକ୍ଷରୁ ବଡ଼ ବଜାର ଅଞ୍ଚଳରେ ଜବରଦଖଲ ହୋଇଥିବା ଡ୍ରେନ ଗୁଡ଼ିକୁ ପୋଲିସ ଉପସ୍ଥିତିରେ ଉଛେଦ କରାଯାଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes