ପୌରାଧ୍ଯକ୍ଷାଙ୍କ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରିଦର୍ଶନ

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ଆଜି ପୌରାଧ୍ଯକ୍ଷା ଲିକା ସାହୁ ପରିଦର୍ଶନ କରିଛନ୍ତି।

ମେଡିକାଲର ବିଭିନ୍ନ ସମସ୍ଯା ବିଷୟରେ ଆଲୋଚନା ପୂର୍ବକ ସମାଧାନ କରାଯିବ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes