ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘୫-ଟି’ ଯୋଜନାରେ ବାରିପଦା ପୌର ପରିଷଦ ପକ୍ଷରୁ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତିବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆଜି ବାରିପଦା ପୌରପରିଷଦର ବିଭିନ୍ନ ୱାର୍ଡରେ ୪୬ଗୋଟି ବସ୍ତି ଅଞ୍ଚଳର ସମେତ ଅନ୍ୟ ବିଭିନ୍ନ ସ୍ଥାନର ସର୍ବାଙ୍ଗୀନ ବିକାଶ ପାଇଁ ଏହି ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।