ପୌରପାଳିକା ପକ୍ଷରୁ ଜମି ପ୍ରମାଣ ପତ୍ର ପ୍ରଦାନ

ମୟୂରଭଞ୍ଜ ଜିଲ୍ଲା ବାରିପଦା ପୌରପାଳିକା ପକ୍ଷରୁ ଆଜି ପୋୖରପାଳିକା ମଣ୍ଡପ ଠାରେ ଜାଗା ମିଶନ ଅନ୍ତର୍ଭୁକ୍ତ ଭୂମିହୀନ ହିତାଧିକାରୀଙ୍କୁ ଜମି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ପ୍ରମାଣ ପତ୍ର ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବାରିପଦା ପୌରପାଳିକାର ନଗରପାଳ ଓ ଉପ ନଗରପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes