ପୌରପାଳିକା ଅଧିକାରୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ନିର୍ଦ୍ଦେଶ

ଯାଜପୁର ବ୍ୟାସନଗର ପୌରପାଳିକା ଅଧିକାରୀଙ୍କୁ ନିର୍ଯାତନା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଯାଜପୁର ଜିଲ୍ଲାପାଳ।

ଡିଆର୍‌ଡିଏ ପିଡି (ସିଡିଓ) ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତର ଦାୟିତ୍ବ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes