ପୌରପଞ୍ଚାୟତ ନିର୍ବାଚନ ଲଢ଼ିବୁ: ମୋକିମ

ନୂଆ ଦଳ ଗଠନ ପରେ ମହମ୍ମଦ ମୋକିମ ଏହି ଘୋଷଣା କରିଛନ୍ତି। ଓଡ଼ିଶା ଜନତା କଂଗ୍ରେସ ପାର୍ଟି ପୌର ଓ ପଞ୍ଚାୟତ ନିର୍ବାଚନରେ ଭାଗ ନେବ। ଯୁବ ଶକ୍ତି ଆଗକୁ ଆସିବା ପାଇଁ ସମାବେଶ ସ୍ଥଳରୁ ଆହ୍ବାନ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes