ପୋଷ୍ଟିଂ ଅର୍ଡରନବିଳମ୍ବ: ଆଦାୟ ହେବ ବେତନ

ସରକାରୀ କର୍ମଚାରୀଙ୍କ ଜଏନିଂ ଓ ପୋଷ୍ଟିଂ ଅର୍ଡର ମିଳିବାରେ ବିଳମ୍ବକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ ନିଷ୍କ୍ରିୟ ବେତନ। ବିଳମ୍ବ ଯୋଗୁଁ ଯେଉଁ ବେତନ ଅପଚୟ ହେବ ତାହା ସଂପୃକ୍ତ ଅଧିକାରୀ ଦେବେ ନେଇ ସର୍କୁଲାର ଜାରି କରି ସଚିବମାନଙ୍କୁ ନିର୍ଦ୍ଦେଶ ଦେଲା ଅର୍ଥ ବିଭାଗ।

୧୨୦ ଦିନ ଓ ୬ ମାସରୁ ଅଧିକ ସମୟ ବୃଦ୍ଧି ପ୍ରସ୍ତାବକୁ ମନା କଲେ ସରକାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes