ପୋଲ ତଳୁ ଯୁବକ, ଯୁବତୀଙ୍କ ଗଳିତ ମୃତଦେହ ଠାବ

ଖୋର୍ଦ୍ଧା ବେଗୁନିଆ ଥାନା ଅଠରାଙ୍ଗ ଗାଁ ପୋଲ ନିକଟରୁ ମୃତଦେହ ଠାବ ହୋଇଛି।

୨ ମୃତକ ସ୍ଥାନୀୟ ଅଞ୍ଚଳର। ୧୧ ଦିନ ହେବ ନିଖୋଜ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes