ପୋଲିସ SI ପରୀକ୍ଷା ସ୍କାମ୍; ୩ଜଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ February 14, 2026 by Odisha ଗୋପାଳକୃଷ୍ଣ ଦାସ, ଅନ୍ୱେଷ ନାୟକ ଓ ଗୋବିନ୍ଦ ତ୍ରିପାଠୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ।