ଉମରକୋଟ ଡାବୁଗାଁ ଥାନା ଶୌଚାଳୟରେ ବେକରେ ଚଦର ଲଗାଇ ଜୀବନ ହାରିଲେ।ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ, ଆଜି କୋର୍ଟ ଚାଲାଣ ହୋଇଥାନ୍ତା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତ ଅଂଚଳା ଗାଁର ହୋଇଥିବା ସୂଚନା ମିଳିଛି।
Credible Local News of Odisha