ବାଲେଶ୍ବର ଜିଲ୍ଲା ନୀଳଗିରି ଏପିଆର୍ ପୋଲିସ କନଷ୍ଟେବଲଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର ନେଇଗଲେ ଦୁର୍ବୃତ୍ତ। ସିଜ୍ ଟ୍ରାକ୍ଟର ଧରି ଆଣିବା ବେଳେ ଅଯୋଧ୍ୟା ଫାଣ୍ଡି ନିକଟରେ ବାଲି ମାଫିଆ ଉତ୍ପାତ କରିଛନ୍ତି।
ସୋନ ନଦୀରୁ ବେଆଇନ୍ ବାଲି ଉତ୍ତୋଳନ ବେଳେ ଜବତ ହୋଇଥିଲା ଟ୍ରାକ୍ଚର। ଖଣି ଅଧିକାରୀ ଚଢ଼ାଉ କରି ଧରିବା ପରେ ସିଜ୍ କରି ଆଣୁଥିଲା ପୋଲିସ।