ପୋର୍ଟାଲ ଖୋଲୁ ନ ଥିବାରୁ ତାତିଲେ ଚାଷୀ

ବରଗଡ଼ରେ ଚାଷୀ ପଞ୍ଜୀକରଣ ପାଇଁ ପୋର୍ଟାଲ ଖୋଲୁ ନ ଥିବାରୁ ଚାଷୀମାନେ DRCS କାର୍ଯ୍ୟାଳୟ କର୍ମଚାରୀଙ୍କୁ ବାହାର କରି ଘେରାଉ କରିଛନ୍ତି।

ପଞ୍ଜୀକରଣ ଅବଧି ବଢ଼ିବ ଘୋଷଣା ସତ୍ତ୍ବେ କାହିଁକି କାର୍ଯ୍ୟକାରୀ ହେଉନି ପଚାରିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes