ପୋଡାପଦର ରାସ୍ତା କାର୍ଯ୍ଯକୁ ନେଇ ବିଜ୍ଞପ୍ତି

କଳାହାଣ୍ତି ଜିଲ୍ଲା ଥୁ.ରାମପୁର ବ୍ଳକ ପୋଡାପଦର ପଞ୍ଚାୟତ ପୋଡାପଦର ଠାରୁ ଗିରିଲିଗୁମା ଯାଏ ଘାଟ କଟା(ghat cutting) ଓ ଅନ୍ଯାନ୍ଯ କାର୍ଯ୍ଯ ସକାଶେ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି।ଯାହାର ଅଟକଳ ପରିମାଣ ୧୩,୩୦,୪୫୬ଟଙ୍କା ରହିଛି।

ଆଶାୟୀ ଅଗଷ୍ଟ ମାସ ୦୨ ତାରିଖ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes