ପୋଖରୀ ରେ ବୁଡି ବ୍ୟକ୍ତିଙ୍କ ମୃତ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗ୍ରାମରେ ବୁଧବାର ମଧ୍ୟାହ୍ନ ରେ ପୋଖରୀ ରେ ବୁଡି ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତକ ହେଲେ ଗ୍ରାମର ଅମିତାଭବଚନ ସେଠୀ (୩୪)l ସୂଚନା ଅନୁସାରେ ଅମିତାଭ ବଚନ ଗାଧୋଉ ଥିବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସି ଯାଇ ବୁଡି ଯାଇଥିଲେ l ପରିବାର ଲୋକେ ଖୋଜା ଖୋଜି କରିବା ପରେ ପୋଖରୀ ଭିତରେ ଭାସୁଥିବା ଦେଖିବା କୁ ପାଇଥିଲେ l ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ ଉଦ୍ଧାର କରି ଉଦୟପୁର ମେଡିକାଲ କୁ ନେଇଥିଲେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes