ପେସାଦାର ଓ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର କରାଯିବ

୨୪୦୦ରୁ ଅଧିକ NBW ଜାରି, ସେମାନଙ୍କ ତାଲିକା ପ୍ରସ୍ତୁତ ସରିଛି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

ବାରମ୍ବାର ଅପରାଧରେ ସମ୍ପୃକ୍ତଙ୍କ ବିରୋଧରେ ୧୧୦, NSA ବୁକ୍‌ ହେବ।ଲାଇସେନ୍ସ ବନ୍ଧୁକଧାରୀଙ୍କ ତାଲିକା ପ୍ରସ୍ତୁତ କରିବ ପୁଲିସ। ସମସ୍ତ ଘଟଣା ଉପରେ ନଜର ସହ ଦାଗୀଙ୍କୁ ସ୍କାନରରେ ରଖାଯିବ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes