ପେଟ୍ରୋଲ ପମ୍ପ ନିକଟରୁ ବିରାଟକାୟ ଅଜଗର ସାପ ଉଦ୍ଧାର

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରୁ ଆଜି ବନବିଭାଗ ଦ୍ୱାରା ୧୫ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଥିବା ଫରେଷ୍ଟର ମାଳତୀ ମାଝୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes