ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ରାତି ଅଧରେ ଏହି ଘଟଣା ଘଟିଛି। ଅର୍ଦ୍ଧଦଗ୍ଧ ମୃତଦେହ ଜବତ ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ପୋଲିସ୍।
ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ପୁଲିସ ସୂଚନା ଦେଇଛି। ଆଇନଜୀବୀଙ୍କ ଆତ୍ମାହୁତିର କାରଣ କ’ଣ, ତାହା ଏବେ ବି ଅସ୍ପଷ୍ଟ ରହିଛି।
Credible Local News of Odisha