ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦୀଲିପ ରାୟ

ଆଇନ୍ ମନ୍ତ୍ରୀ ପୃଥ୍ବୀରାଜଙ୍କୁ ଭେଟିବା ପରେ ଦୀଲିପ କହିଛନ୍ତି, ରାଉରକେଲାରେ ଗ୍ଲାସ୍‌ ଓ ଝୁଲା ବ୍ରିଜ, ରିଙ୍ଗ ରୋଡ୍‌ ନେଇ ଆଲୋଚନା କଲି।

ମନ୍ତ୍ରୀଙ୍କ ସହ ଓଡ଼ିଶାର ବିକାଶମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲି।ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ପ୍ରଶ୍ନକୁ ଏଡ଼ାଇଲେ ଦୀଲିପ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes