ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି

ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ‌ ୮୬ କ୍ୱାର୍ଟର୍ସରୁ ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଛି।

ଘରର ବହୁ ଦାମୀ ସାମଗ୍ରୀ ସହ ପ୍ରବୋଧଙ୍କ ମେଡାଲ ଚୋରି ହୋଇଥିବା ସୂଚନା ମିଳିଛି। ଗତକାଲି ହକି ଖେଳ ଦେଖିବାକୁ ସେ ରାଉରକେଲା ଯାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version