ମନରେଗା ଦୁର୍ନୀତି ଅଭିଯୋଗରେ କଟକ ଜିଲ୍ଲା ଡମପଡା ଦୁଲଣାପୁର ପୂର୍ବତନ ସରପଞ୍ଚ ସୁନିଲ ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।
ତୁଳସୀପୁର ସ୍ଥିତ ପେଟ୍ରୋଲ ପମ୍ପରେ ମଧ୍ୟ ଚାଲିଛି ରେଡ୍। ମନରେଗା ଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି।
Credible Local News of Odisha