ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଅଣାଗଲା MKCG

ଅସୁସ୍ଥତା ଯୋଗୁଁ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍‌ରୁ ଏମ୍‌କେସିଜି ଅଣାଯାଇଛି। ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇଙ୍କୁ ବି କଡ଼ା ସୁରକ୍ଷା ବଳୟରେ MKCG ଅଣାଗଲା। ପୀତବାସ ପଣ୍ଡା ହତ୍ୟା ମାମଲାରେ ଉଭୟ ଜେଲ୍‌ରେ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes