ପୂର୍ବତନ ବିଜେପି ନେତା ସୁବାଷ ଚନ୍ଦ୍ର ମହାନ୍ତଙ୍କ ପ୍ରତିମୂର୍ତ୍ତି ସ୍ଥାପନା

କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମୁଖ୍ୟାଳୟର ଜଣାଶୁଣା ଭାଜପା ନେତା ପୂର୍ବତନ ମଣ୍ଡଳ ସଭାପତି ତଥା ଜିଲ୍ଲା ସମ୍ପାଦକ ସୁବାସ ଚନ୍ଦ୍ର ମହାନ୍ତଙ୍କ ଏକାଦଶାହ ଅବସରରେ ଆଜି ତାଙ୍କ ଘର ସମ୍ମୁଖରେ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସମ୍ପନ୍ନ ହୋଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧକ୍ଷ ଗୋୖତମ ନାଏକ ଯୋଗ ଦେଇ ପ୍ରତି ମୂର୍ତ୍ତି ଅନାବାରଣ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version