ପୂର୍ବତନ ଜିଲ୍ଲା ପରିଷଦଙ୍କର ହୃଦଘାତରେ ମୃତ୍ୟୁ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗରସଙ୍ଗ ଅଂଚଳର ପୂର୍ବତନ ଜିଲ୍ଲା ପରିଷଦ ରାଜେନ୍ଦ୍ର ପ୍ରସାଦ ଜେନାଙ୍କର ଆଜି ମଧ୍ୟାହ୍ନରେ ହୃଦଘାତରେ ମୃତ୍ୟୁ ହୋଇଛି।

ସେ ବହୁବାର ସରପଞ୍ଚ ଓ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes