ପୂର୍ଣଯୋଗ ସାଧକ ମଧୁସୂଦନ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମର ବିଶିଷ୍ଟ ସାଧକ ମଧୁସୂଦନ ମିଶ୍ରଙ୍କ ମଇ ୩ ପରଲୋକ ଘଟିବାର ଦ୍ୱାଦଶାହ ଅବସରରେ ଆଜି ସମ୍ବଲପୁର ଉଦିୟମାନ ମାତୃକ୍ଷେତ୍ରର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଜିଲ୍ଲାର ୧୬ଟି ଶ୍ରୀଅରବିନ୍ଦ ସ୍କୁଲରୁ ପ୍ରତିନିଧିମାନେ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes