ପୁଲିସ ହେପାଜତରେ ବିଚାରାଧୀନ ବନ୍ଦୀର ସନ୍ଦେହଜନକ ମୃତ୍ୟୁ

ବରଗଡ଼ରୁ ରାଉରକେଲା ନେବା ବାଟରେ ସମ୍ବଲପୁର ନିକଟରେ ଜଣେ ବିଚାରାଧୀନ ବନ୍ଦୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

୧୩ ବିଚାରାଧୀନ ବନ୍ଦୀଙ୍କୁ ନେଇ ରାଉରକେଲା ଆସୁଥିବା ବେଳେ ମୃତ୍ୟୁ ଘଟିଛି। ଆଉ ଜଣେ କଏଦୀ ଅସୁସ୍ଥ ହୋଇ ବୁର୍ଲାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଠକେଇ ମାମଲାରେ ଗିରଫ ୧୩ ଜଣ ବରଗଡ଼ ଜେଲ୍‌ରେ ଥିଲେ। ସମସ୍ତେ ପଶ୍ଚିମବଙ୍ଗର। ଜାମିନ୍ ମିଳିବା ପରେ ରାଉରକେଲା ପୁଲିସ ଅଭିଯୁକ୍ତଙ୍କୁ ଅନ୍ୟ ମାମଲାରେ ନେଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes