ପୁଲିସ ହାତରେ ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ

କଟକ ବିଡାନାସୀ ଥାନା ପୁଲିସ ହାତରେ ଏକ ଲୁଟେରା ଗ୍ୟାଙ୍ଗ ଧରାପଡିଛନ୍ତି l ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନାଗହଣା ଜବତ ହୋଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes