ପୁଲିସ-ମାଓବାଦୀ ଗୁଳି ବିନିମୟ ଜଣେ ଡିଏସ୍‌ପି ଆହତ (ଅପଡେଟ)

କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ତାପରେଙ୍ଗ-ଲୁଡେନଗଡ଼ ଜଙ୍ଗଲରେ କମ୍ବିଂ ବେଳେ ପୁଲିସ-ମାଓବାଦୀ ଗୁଳି ବିନିମୟରେ ୩ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଡିଏସ୍‌ପି ଆହତ ହୋଇଛନ୍ତି।

ଆହତ ଡିଏସ୍‌ପିଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ ଅଣାଯାଉଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes