ପୁଲିସ ଭୟ ଦେଖାଇ ଲୁଟି ଗିରଫ ହେଲେ ୩ ହୋମଗାର୍ଡ

୩ ହୋମଗାର୍ଡଙ୍କ ସମେତ ୭ ଜଣଙ୍କୁ ଗିରଫ କଲା ରାୟଗଡ଼ା ଟାଉନ୍‌ ପୋଲିସ। ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍‌ ଲୁଟି ଥିଲେ। ପୋଲିସ ଭୟ ଦେଖାଇ ଲୁଟିଥିବା ନେଇ ଥାନାରେ ଏତଲା ପରେ ଗିରଫ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes