ପୁଲିସ ଜବତ କଲା ବେଆଇନ ବାଲି ଟ୍ରାକ୍ଟର

ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୁଲିସ ଆଜି ମଧ୍ୟାହ୍ନରେ ମଣିନାଥପୁର ବୈତରଣୀ ନଦୀରୁ ଚୋରାରେ ବାଲି ଉଠାଣ କରୁଥିବା ଏକ ବେଆଇନ ଟ୍ରାକ୍ଟରକୁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତା ରାଢୋ ଛକ ନିକଟରୁ ଜବତ କରିଛି ।

ମଣିନାଥପୁର ବୈତରଣୀ ନଦୀରୁ ବାଲିଚୋରି ପୁଲିସ ଓ ପ୍ରଶାସନର ନିୟନ୍ତ୍ରଣ ବାହାରେ ଥିବାରୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version