ପୁଲିସ ଗୁଳିରେ ଅପରାଧୀ ଆହତ

ଭୁବନେଶ୍ୱର ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବାର ସୂଚନା ମିଳିଛି । ଗତ ରାତିରେ ଅପରାଧୀକୁ ଧରିବାକୁ ଯିବାବେଳେ ପୁଲିସ ଉପରକୁ ବୋମା ମାଡ଼ ହୋଇଥିଲା ତାର ଜବାବରେ ପୁଲିସ ଏନକାଉଣ୍ଟର କରିଥିଲା ।

ବୋମା ମାଡ଼ରେ ଦୁଇ ପୁଲିସ ଅଧିକାରୀ ସାମାନ୍ୟ ଆହତ ହୋଇଛନ୍ତି ।ଆହତ ଅବସ୍ଥାରେ ଚକରାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ଅପରାଧୀ ମନେ ଫେରାର ଅଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes