ପୁଲିସ ଗାଡି ଧକ୍କାରେ ମହିଳା ମୃତ, ସ୍ୱାମୀ ଓ ଝିଅ ଗୁରୁତର

କଳାହାଣ୍ଡି ଜିଲ୍ଲା ଆମପାଣି ଥାନାଞ୍ଚଳରେ ଆଜି ଅପରାହ୍ନରେ ପୁଲିସ ଗାଡି ଧକ୍କାରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଗୁରୁତର ଆହତ ହୋଇଥିବା ବେଳେ ପତ୍ନୀଙ୍କର ମୃତ୍ୟୁ ହୋଇଥଜେବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes