ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ମାଓବାଦୀଙ୍କ ହତ୍ୟା

ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଢେକୁନପାଣି ଗ୍ରାମରେ ଗତକାଲି ରାତିରେ ଅନନ୍ତରାମ ରାଉତ ନାମକ ଯୁବକଙ୍କୁ ମାଓବାଦୀ ମାନେ ଘରୁ ଡ଼ାକିନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବା ଗ୍ରାମବାସୀ ଆଜି କହିଛନ୍ତି l
ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes