ଭୁବନେଶ୍ବରରେ ଟ୍ରେନର ଟଏଲେଟ୍ରୁ ମୃତଦେହ ଉଦ୍ଧାର ହୋଇଛି।ଘଟଣାସ୍ଥଳରେ ଜିଆରପି ଥାନା ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯୁବକଙ୍କ ପରିଚୟ ମିଳିନି।
Credible Local News of Odisha