ପୁରୀ ରଥ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ ସାତ ଜଣିଆ ବିଶେଷଜ୍ଞ ଟିମ

ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଏନ୍.ସି ପାଲଙ୍କ ଅଧ୍ୟକ୍ଷତାରେ ୩ ରଥର ଯାଞ୍ଚ ହୋଇଛି।

ରଥ ନିର୍ମାଣ ପାଇଁ ହୋଇଥିବା ସମସ୍ତ ଚକ ଓ ଅଖର ଯାଞ୍ଚ କରାଯାଇଛି।କଞ୍ଚା କାଠ ଓ‌ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚକ ଓ ଅଖରେ ଫାଟ ଥିବା ଦେଖିବାକୁ ମିଳିଥିବା ଟିମ୍ ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes